ପିଚୁ ରାସ୍ତା ଉପରେ ଛିଡା ହୋଇଛି ମାର୍କ ପିଲାର

ଅଷ୍ଟିନ ନ୍ୟୁଜ ତା-୨୭-୦୮-୨୦୨୩ ଯାଜପୁର ଗସ୍ତକୁ ନେଇ ଚାରିଆଡେ ୫ଟି ସଚିବଙ୍କ ଯୁଦ୍ଧକାଳୀନ ଭିର୍ତ୍ତିରେ ନିର୍ମାଣ କାମ ଚାଲିଛି | କେଉଁଠାରେ ରାତାରାତି ରାସ୍ତା ପିଚୁ ହେଉଛି ତ କେଉଁଠି ରଙ୍ଗ ବୋଳା ଚାଲିଛି | ତବେ ଏହା ମଧ୍ୟରେ ଏକ ରୋଚକ ଚିତ୍ର ଦେଖିବାକୁ ମିଳିଛି | ଠିକାଦାର ଏହି ଆଳରେ କାମ କରି ବିଲନେବାକୁ ଚାହିଁ ବସିଥିବା ବେଳେ କାମର ଶୈଳୀ ତ୍ରୁଟିପୂର୍ଣ୍ଣ ରହିଛି | ଯାଜପୁର ସହରର ମେଡିକାଲ କଲେଜ ନିକଟ ବୈତରଣୀ … Continue reading ପିଚୁ ରାସ୍ତା ଉପରେ ଛିଡା ହୋଇଛି ମାର୍କ ପିଲାର